ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ,୧ା୧୧: ବ୍ରହ୍ମୋସ ମିସାଇଲରସଫଳ ପରୀକ୍ଷଣ । ବଙ୍ଗୋପ ସାଗରଉପକୂଳରେ ଭାରତୀୟ ନୌସେନା ପକ୍ଷରୁବ୍ରହ୍ମୋସର ପରୀକ୍ଷଣ କରାଯାଇଛି ।
ଭାରତୀୟ ନୌସୈନାର ଇଷ୍ଟର୍ଣ୍ଣ କମାଣ୍ଡପକ୍ଷରୁ ଯୁଦ୍ଧ ଜାହାଜରୁ ଏହି ପରୀକ୍ଷଣକରାଯାଇଛି । ଭାରତ ମହାସାଗରରେଶତ୍ରୁପକ୍ଷ ଜାହାଜକୁ ମାତ ଦେବାକୁ ଭାରତୀୟ…