ଡାକ୍ତରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରିସ୍କାର ଅକ୍ଷରରେ ଲେଖନ୍ତୁ ପ୍ରେସକ୍ରିସନ
ଭୁବନେଶ୍ୱର, ପଢ଼ି ହେଉଥିବା ଭଳି ଅକ୍ଷରରେ ଲେଖନ୍ତୁ ପ୍ରେସକ୍ରିସନ। କିମ୍ବା ଟାଇପ୍ ହୋଇଥିବା ପ୍ରେସକ୍ରିସନ୍ ଦିଅନ୍ତୁ ଡାକ୍ତର। ଏନେଇ ସବୁ ସରକାରୀ ଓ ଘରୋଇ ଡାକ୍ତରଙ୍କୁ ମୁଖ୍ୟ ଶାସନ ସଚିବ ଦେଇଛନ୍ତି ନିର୍ଦ୍ଦେଶ। ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ କ୍ୟାପିଟାଲ ଲେଟର କିମ୍ବା ସ୍ପଷ୍ଟ…