କୋଭିଡ-୧୯ ପାଇଁ ଆସିବ ନୂଆ ଗାଇଡଲାଇନ
ଭୁବନେଶ୍ୱର: ବଢ଼ୁଛି କରୋନା ଗ୍ରାଫ୍ । କୋଭିଡ-୧୯ ପାଇଁ ଆସିବ ନୂଆ ଗାଇଡଲାଇନ । ଦେଶ ଓ ରାଜ୍ୟରେ କୋଭିଡ ସ୍ଥିତି ବଢ଼ିଥିବାରୁ ଅଧିକ ତତ୍ପରତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ । ସୋମବାର କରୋନା ପାଇଁ ବସିବ ଉଚ୍ଚସ୍ତରୀୟ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ…