ବାଣୀବିହାର ଷ୍ଟେସନ ନିକଟରେ ଯୁବକଙ୍କ ମୃତଦେହ ଠାବ
ଭୁବନେଶ୍ୱର, ରାଜଧାନୀର ବାଣୀବିହାର ରେଳ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ଦୀପକ ଦାସ। ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ ଆଣିଛନ୍ତି। ଦୀପକ ଦାସ ପଟିଆ ସ୍ଥିତ ଆରୁଷି ହୋଟେଲରେ ୩ ବର୍ଷ ହେଲା କାମ କରି ଆସୁଥିଲେ। ପହରଦିନ ସକାଳୁ ଦୀପକ ହୋଟେଲ…