ଭଉଣୀର ଋତୁସ୍ରାବ ଦେଖି ଶାରୀରିକ ସଂପର୍କ ସନ୍ଦେହ କଲା ଭାଇ, ୧୨ ବର୍ଷର ଭଉଣୀକୁ ହତ୍ୟା କଲା ଭାଇ
ଯେଉଁ ଭଉଣୀ ନିଜର ରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା, ଆଜି ସେହି ହାତରେ ଭଉଣୀକୁ ହତ୍ୟା କରିଛି ଭାଇ । ମହାରାଷ୍ଟ୍ରରେ ଘଟିଥିବା ଏହି ଘଟଣା ଯୋଗୁଁ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ୧୨ ବର୍ଷର ଭଉଣୀର ଋତୁସ୍ରାବ ଦେଖି ହତ୍ୟା କରିଛି ୩୦ ବର୍ଷୀୟ ଭାଇ । ଖବର ମୁତାବକ, ୧୨…