Browsing Tag

#cuttack #BulkudupatiSahi

ମରଣଯନ୍ତା ପାଲଟିଛି ବଉଳକୁଦପତି ସାହି ରାସ୍ତା

କଟକ : କଟକ ସଦର ୪୨ ମୌ଼ଜା ବଉଳକୁଦ ଗ୍ରାମର ପତି ସାହି ରୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଯୋଗୁ ନାଳ ପାଣି ମୁଖ୍ୟ ରୋଡ଼ ଉପରେ ଚାଲୁଛି । ପ୍ରକାଶଥାଉକି ପତି ସାହି ରୋଡ଼ ୧୦ ବର୍ଷ ପୂରଣ ହୋଇନଥିବା ସତ୍ତେ୍ୱ ମଧ୍ୟ ନିମ୍ନ ମାନର କାମ ଯୋଗୁ ଉକ୍ତ ରାସ୍ତାଟି ଭାଙ୍ଗି ଯାଇଛି ଯାହା ବର୍ତ୍ତମାନ…