ବର୍ଷା ନେଇ ଚିନ୍ତାରେ ଓଡ଼ିଶା ଚାଷୀ
ଭୁବନେଶ୍ୱର,୨ା୧୨ : ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଗଭୀର ଅବପାତରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି । ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏହା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ । ୫ରେ ନେଲୋର-ମଛଲିପଟ୍ଟନମ୍ ଉପକୂଳ ଦେଇ…