ଦିଲ୍ଲୀରେ ପୁଣି ବିରୋଧୀ ମେଳି, ଏକାଠି ହେବେ ୧୪ ଅଣ ବିଜେପି ଦଳର ନେତା
ନୂଆଦିଲ୍ଲୀ : ଆଗାମୀ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ବିରୋଧୀ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି । ସୋମବାର ଦିଲ୍ଲୀରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ମହାସଭା ହେବାକୁ ଯାଉଛି ।
ଏଥିରେ ରାଜସ୍ଥାନ…