ଉଜ୍ଜ୍ୱଳା ଯୋଜନାରେ ବର୍ଷେ ଯାଏଁ ମିଳିବ ସବ୍ସିଡ଼ି
ନୂଆଦିଲ୍ଲୀ : ଉଜ୍ଜ୍ୱଳା ଯୋଜନାର ଗ୍ରାହକଙ୍କୁ ସରକାର ଦେଲେ ବଡ ଉପହାର । ସରକାର ୯.୫୯ କୋଟି ଗ୍ରାହକଙ୍କୁ ରନ୍ଧନ ଗ୍ୟାସ ଉପରେ ସବସିଡି ମିଳିବା ନେଇ କରିଛନ୍ତି ବଡ ଘୋଷଣା । ଗ୍ରାହକଙ୍କୁ ମିଳୁଥିବା ସବସିଡିକୁ ଆହୁରି ୧ ବର୍ଷ ପାଇଁ ମିଳିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅର୍ଥାତ୍…