ହୋଲି ପୂର୍ବରୁ ପକେଟ୍କୁ ଝଟକା, ବଢିଲା ରନ୍ଧନ ଗ୍ୟାସ ଦର
ନୂଆଦିଲ୍ଲୀ: ହୋଲିର ଠିକ ପୂର୍ବରୁ ରୋଷେଇ ଘରେ ନିଆଁ ଲଗାଇଲା ସିଲିଣ୍ଡର ଦର । ଘରୋଇ ସିଲିଣ୍ଡର ଦାମ ୫୦ ଟଙ୍କା ବଢିଛି । ଗ୍ୟାସ ବୁକିଂ କଲେ ଦେବାକୁ ପଡ଼ିବ ୧୧ ଶହରୁ ଅଧିକ ଟଙ୍କା । ଟେନସନରେ ଖାଉଟି । ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ ୧୧୦୩ ଟଙ୍କାରେ ପହଞ୍ଚିଛି…