ଇଜିପ୍ଟ ଖୋଲିଲା ଗାଜା ସୀମା, ପାଲେଷ୍ଟାଇନ୍ବାସୀଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ଔଷଧ
ଇସ୍ରାଏଲ: ହମାସ୍ ଯୁଦ୍ଧ ମଧ୍ୟରେଗାଜାରେ ରହୁଥିବାପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟଶେଷରେ ଖୋଲିଛି ନିଜର ସୀମା ।ଇଜି ଗାଜା ସୀମା ଖୋଲିବା ମାତ୍ରେ
ପାଲେଷ୍ଟାଇନ ନାଗରିକମାନଙ୍କପାଖରେ ଖାଦ୍ୟ ଓ ଔଷଧ ଭଳିଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବାଆରମ୍ଭ ହୋଇଛି । ଏହା ଦ୍ୱାରା ଯୁଦ୍ଧପୀଡିତଙ୍କୁ ବଡ଼…