ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ: ବଢ଼ିବ ଟିଭି, ୱାସିଂମେସିନ ଦର
ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସମଧ୍ୟରେ ଯୁଦ୍ଧ ଥମୁ ନଥିବା ବେଳେଇରାନ ଏବଂ ଲେବାନନ୍ ଭଳି ଦେଶଏଥିରେ ସାମିଲ୍ ହେବାର ଆଶଙ୍କାଯୋଗୁ ଭାରତୀୟ ଲୋକଙ୍କୁମହଙ୍ଗାମାଡ଼ର ସାମ୍ନା କରିବାକୁପଡିପାରେ । କିଛି ସାମଗ୍ରୀର ମୂଲ୍ୟ ବୃଦ୍ଧିପାଇବ ବୋଲି କୁହାଯାଉଛି । ପୂର୍ବରୁ ଋଷ-ୟୁକ୍ରେନ ଯୁଦ୍ଧରେ…