Browsing Tag

#DUMANITV

ଆଗକୁ ୭ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା

ଆଗକୁ ୭ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା ଡୁମାଣୀ ଟିଭି,୧୯/୩ : ବ୍ୟାଙ୍କରେ ଟଙ୍କା ନେଣ ଦେଣ କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ସବୁ ବେଳେ ବ୍ୟାଙ୍କରେ ଟ୍ରାଞ୍ଜାକ୍ସନ୍ କରୁଥିବା ଉପଭୋକ୍ତାଙ୍କୁ ଚଳିତ ମାସରେ ୭ ଦିନ ହଇରାଣ ହେବାକୁ ପଡ଼ିବ। କାରଣ ମାର୍ଚ୍ଚ ୧୭ରୁ ୨୯ ତାରିଖ ପର‌୍ୟ୍ୟନ୍ତ

ଋଷର ମିସାଇଲ ମାଡରେ ଘାଇଲା ୟୁକ୍ରେନ୍‌

ଋଷର ମିସାଇଲ ମାଡରେ ଘାଇଲା ୟୁକ୍ରେନ୍‌ ଡୁମାଣୀ ଟିଭି,୧୮/୩ : ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଘନଘନ ହେଉଛି ମିସାଇଲ୍ ମାଡ଼ । ଫଳରେ ନିମିଷକ ମଧ୍ୟରେ ଚାଲିଯାଉଛି ଜୀବନ । ଧ୍ୱଂସ ବିଧ୍ୱଂସ ହେଉଛି ସହର । ହେଲେ ପଛକୁ ହଟୁନି ଋଷ୍ କି ବାଟ ଛାଡ଼ୁନି ୟୁକ୍ରେନ୍ ।

ନନ୍ଦନକାନନ ବଢୁଛି ସିଂହ ସଂଖ୍ୟା ୩ୟ ଥର ମା ହେଲା ସିଂହ ବିଜଲୀ

ନନ୍ଦନକାନନ ବଢୁଛି ସିଂହ ସଂଖ୍ୟା ୩ୟ ଥର ମା ହେଲା ସିଂହ ବିଜଲୀ ଡୁମାଣୀ ଟିଭି,୧୮/୩ : ନନ୍ଦନକାନନ ପାଇଁ ଖୁସି ଖବର । ତୃତୀୟ ଥର ମା ହେଲା ସିଂହ ବିଜଲୀ । ଆଜି ଭୋର ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ୫ ରୁ ୭ ଘଣ୍ଟିକା ମଧ୍ୟରେ ଆଉ ଅଧିକ

ବକ୍ସ ଅଫିସରେ ଧମାଲ କରି ସବୁ ଫିଲ୍ମର ରେକର୍ଡ ବ୍ରେକ୍ କରୁଛି କାଶ୍ମୀର ଫାଇଲ୍ସ

ବକ୍ସ ଅଫିସରେ ଧମାଲ କରି ସବୁ ଫିଲ୍ମର ରେକର୍ଡ ବ୍ରେକ୍ କରୁଛି କାଶ୍ମୀର ଫାଇଲ୍ସ ଡୁମାଣୀ ଟିଭି,୧୮/୩ : ‘କାଶ୍ମୀର ଫାଇଲ୍ସ’ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ଚଳଚ୍ଚିତ୍ରର ଇନକମ୍ କରିବା ସହ ବକ୍ସ ଅଫିସରେ ଧୂମ ମଚାଇବାରେ ଲାଗିଛି । ପ୍ରତିଦିନ ଏହାର ରୋଜଗାର ମଧ୍ୟ ବୃଦ୍ଧି ପାଉଛି

ଭାରତୀୟ ମିସାଇଲର ଜବାବ ଦେବାକୁ ଚେଷ୍ଟା କରୁଛି ପାକିସ୍ତାନ

ଭାରତୀୟ ମିସାଇଲର ଜବାବ ଦେବାକୁ ଚେଷ୍ଟା କରୁଛି ପାକିସ୍ତାନ ଡୁମାଣୀ ଟିଭି,୧୮/୩ : ଭାରତ ଓ ପାକିସ୍ତାନର ଲୁଚକାଳି ଖେଳ ବିଷୟରେ ସମସ୍ତଙ୍କୁ ଜଣା । ଭାରତ ମାର୍ଚ୍ଚ ୯ ତାରିଖରେ ଟେଷ୍ଟିଙ୍ଗ କରିବା ସମୟରେ ଭୁଲବସତଃ ପାକିସ୍ତାନ ସୀମାରେ ଭାରତୀୟ ମିସାଇଲ ପଡିବା ଘଟଣାର ଜବାବ ଦେବାକୁ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ,ଗାଁଠୁ ସହର ଉତ୍ସବ ମୁଖର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଡୁମାଣୀ ଟିଭି,୧୮/୩ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ଉତ୍ସବ ମୁଖର। ଜମୁଛି ଦୋଳ ମେଲଣ। ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଭକ୍ତ ଭଗବାନଙ୍କ ମିଳନ ହେବ। ଏହି ଦୋଳ ମେଳଣରେ ଭକ୍ତଙ୍କ ପାଈ

ଋଷ ର ଆକ୍ରମଣରେ ୟୁକ୍ରେନ ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ

ଋଷ ର ଆକ୍ରମଣରେ ୟୁକ୍ରେନ ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ଡୁମାଣୀ ଟିଭି,୧୮/୩ : ଋଷ-ୟୁକ୍ରେନ ଯୁଦ୍ଧ ବିଗତ ୨୩ ଦିନ ହେବ ଚାଲିଛି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ପୁଟିନ ସେନା । ୨୪ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ସେନା ଯବାନଙ୍କ ସହିତ ସାଧାରଣ ନାଗରିକ ବି

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ବେବି ଡଲ୍ ସିଙ୍ଗର କନିକା କପୁର

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ବେବି ଡଲ୍ ସିଙ୍ଗର କନିକା କପୁର ଡୁମାଣୀ ଟିଭି ,୧୭/୩ : ବଲିଉଡ୍ର ବେବିଡଲ୍ କଣ୍ଠଶିଳ୍ପୀ କନିକା କପୁର ଖୁବ୍ ଲୋକପ୍ରିୟ । ତାଙ୍କ ଗୀତରେ ଲୋକଙ୍କ ହୃଦୟକୁ ରାଜ୍ କରୁଥିବା କନିକା କପୁର ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । କରୋନା ସମୟରେ ନିଜର

ଖାଦ୍ୟ ପ୍ରେମୀଙ୍କୁ ଆକୃଷ୍ଟ କରୁଛି ରଙ୍ଗୀନ ତରଭୁଜ

ଖାଦ୍ୟ ପ୍ରେମୀଙ୍କୁ ଆକୃଷ୍ଟ କରୁଛି ରଙ୍ଗୀନ ତରଭୁଜ ଡୁମାଣୀ ଟିଭି ,୧୭/୩ : ଗ୍ରୀଷ୍ମର ପ୍ରଭାବରେ ଏବେ ସାରା ଦୁନିଆରେ ଅସହ୍ୟ ଖରା ସାଙ୍ଗକୁ ସୂର୍ଯ୍ୟଙ୍କୁ ପ୍ରଖର ଶକ୍ତିରେ ବିଚଳିତ ହୋଇ ଗଲେଣି ଲୋକ । ସାଧାରଣ ଲୋକ ମାନଙ୍କର ଘରୁ ବାହାରିବା ଏବେ ମୁସକିଲ ହେଲାଣି । ଏହି ଅସହ୍ୟ ଖରା

ନକଲି ଡାକ୍ତରଙ୍କ ଡ୍ରାଇଭର ଏବେ ପୋଲିସ କବଜାରେ

ଡୁମାଣୀ ଟିଭି ,୧୭/୩ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର ଏବେ ପୋଲିସ କବଜାରେ ଥିବା ଜଣାପଡିଛି । ନକଲି ଡାକ୍ତରଙ୍କ ଡ୍ରାଇଭର ପପୁକୁ ରଣପୁରରୁ ଉଠାଇଲା ପୋଲିସ । ଡ୍ରାଇଭର ପପୁକୁ ଆଣି ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ରମେଶଙ୍କ ଠକେଇ ମାମଲାରେ ଡ୍ରାଇଭରର ସଂପୃକ୍ତି…