ମନୋଜଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଶ୍ରୀତମ
ଭୁବନେଶ୍ୱର, ୨୮ା୧୦ (ଡିକେ ନୁ୍ୟଜ୍): ଅଭିନେତା ମନୋଜ ମିଶ୍ରଙ୍କ
ବାସନ୍ଦକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ଦେବା
ପରେ ଏହାକୁ ନେଇ ନିଜରମନୋଭାବକୁ ସ୍ପଷ୍ଟ କରିଛନ୍ତିଅଭିନେତା ତଥା ସିନେ
କଳାକାର ସଂଘର ସଂପାଦକଶ୍ରୀତମ ଦାସ । ଶ୍ରୀତମକହିଛନ୍ତି, ମନୋଜ ପଶ୍ଚିମ…