Browsing Tag

#fam ous tea

ପିଙ୍କ ଚା’

ପିଙ୍କ ଚା’ ଡୁମାଣୀ ଟିଭି,୨୦/୩ : ଦୁନିଆରେ ଭରି ରହିଛନ୍ତି ଚା ପ୍ରେମିକ । ଲୋକ ଏମିତି ବି ଅଛନ୍ତି ସକାଳ ହେଲେ ଚାଲିଯାଆନ୍ତି ଚା ପିଇବାକୁ । କିଏ କ୍ଷୀର ଚା ପିଇବାକୁ ପସନ୍ଦ କରେ ତ ଆଉ କିଏ ଲାଲ ଚା । ସେ ପୁଣି ବିଭିନ୍ନ ସ୍ୱାଦର । ତେବେ ସୁଗନ୍ଧିତ ସୁନ୍ଦର ଚା ଦିନକୁ ମଧ୍ୟ ସୁନ୍ଦର