‘ଡୁମାଣୀ ଖବର’ର ଚତୁର୍ଥ ସ୍ୱନକ୍ଷତ୍ର ସମାରୋହ, ପାଠକ ଗଣମାଧ୍ୟମର ବଳ
ଭୁବନେଶ୍ୱର : ଦୈନିକ ଓଡ଼ିଆ ଖବରକାଗଜ ‘ଡୁମାଣୀ ଖବର’ର ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ…