Browsing Tag

GANJA (dumani khabar)

ଗଜପତିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ,୨ଗିରଫ

ପାରଳାଖେମୁଣ୍ଡି  (ଡୁମାଣୀ ଖବର) :ଗଜପତି ଜିଲ୍ଲାରୁ ଝାଡଖଣ୍ଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଦ୍ୱାରା ଜବତ ହୋଇଛି । ଏଥିରେ ୨ଜଣ ଚୋରା ଚାଲାଣକାରୀ ଗିରଫ ହେବା ସହ ଗଞ୍ଜେଇ ବୋଝେଇ ନିଆଯାଉଥିବା ଝାଡଖଣ୍ଡ ପରିବହନ ବିଭାଗରେ ପଞ୍ଜିକୃତ ଏକ ସ୍କୋର୍ପିଓକୁ ମଧ୍ୟ ଜବତ କରାଯାଇଛି ।…