ଗାଜା ଉପରେ ଇସ୍ରାଏଲର ଆକ୍ରମଣ : ୭୦ରୁ ଅଧିକ ମୃତ
ନୂଆଦିଲ୍ଲୀ,୨୫ା୧୨ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରାୟ ୮୦ରୁ ଅଧିକ ଦିନରୁ ଜାରି ରହିଛି ଯୁଦ୍ଧ। ଏମିତିକି ସୋମବାର କ୍ରିଷ୍ଟମସରେ ମଧ୍ୟ ଇସ୍ରାଏଲ ଗାଜା ଉପରେ ବଡ଼ ଆକ୍ରମଣ କରିଛି । ଇସ୍ରାଏଲର ଆକ୍ରମଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଏହି ଆକ୍ରମଣ ଖୁବ୍ ଘାତକ। ସୂଚନା…