Browsing Tag

#hockey

କାନାଡ଼ା ୧୨-୦ରେ ପରାସ୍ତ

ସାଣ୍ଟିଆଗୋ, ୩୦ା୧୧: ମହିଳା ଜୁନିଅର ବିଶ୍ୱକପ ହକି ପ୍ରତିଯୋଗିତାରେ ଏକ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ନିଜର ପ୍ରଥମ ମ୍ୟାଚରେ ଭାରତ, କାନାଡାକୁ ୧୨- ୦ ଗୋଲରେ ମାତ ଦେଇଛି । ଭାରତ ପକ୍ଷରୁ ମୁମତାଜ ଖାନ ସର୍ବାଧିକ ୪ଟି ଗୋଲ୍‌ ସ୍କୋର କରିଥିଲେ । ଅନୁ ଓ ଦୀପିକା…

ହକିରେ ଓଡ଼ିଶା ବାଳକ ଦଳକୁ ସ୍ୱର୍ଣ୍ଣ, ବାଳିକାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୮ା୧୧ : ମାଲେସିଆରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମିର୍ନାୱାନ୍‌ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବାଳକ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇ •ମ୍ପିୟନ ହୋଇଛି । ସେହିପରି ପ୍ଲେ-ଅଫରେ ଦକ୍ଷିଣ ଆଫ୍ରିକାକୁ ୨-୦ରେ ହରାଇ ବାଳିକା ଦଳ ତୃତୀୟ ସ୍ଥାନ ହାସଲ କରିଛି…

ପୁରୁଷ କନିଷ୍ଠ ହକି ବିଶ୍ୱକପ: ଓଡ଼ିଶାର ୩ ଖେଳାଳ

ରାଉରକେଲା, ୨୬ା୧୧ : ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପୁରୁଷ କନିଷ୍ଠ ହକି ବିଶ୍ୱ କପ୍‌ ଆରମ୍ଭ ହେବ । ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଘୋଷଣା ହୋଇସାରିଛି । ଏଥିରେ ଓଡ଼ିଶାର ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମନଦୀପ ଲାକଡ଼,…