ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କୁ ଚାପୁଡ଼ା ମାରିଲେ ଆଇଏସ୍ଆଇର ମୁଖ୍ୟ
ପାକିସ୍ତାନରେ ଇମ୍ରାନ୍ ଖାନ୍ଙ୍କୁ ଚାପୁଡ଼ା ଘଟଣା ଏବେ ଚର୍ଚ୍ଚାରେ ରହିଛି। ରିପୋର୍ଟ ମୁତାବକ, ଏପ୍ରିଲ ୯ ତାରିଖ ରାତିରେ ଇମ୍ରାନ୍ଙ୍କୁ ଚାପୁଡ଼ା ମାରିଛନ୍ତି ଆଇଏସ୍ଆଇର ମୁଖ୍ୟ। ଏପ୍ରିଲ ୯ ଓ ୧୦ ତାରିଖ ରାତିରେ ଇମ୍ରାନ୍ ସରକାର ଭୁଶୁଡ଼ିବା ବେଳେ ହାଇ ଡ୍ରାମା ହୋଇଥିଲା। କିଛି ଘଟଣା…