Browsing Tag

#india book of record

ବୟସ ମାତ୍ର ୧୭ ମାସ ହେଲେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ

ଡୁମାଣୀ ଟିଭି,୮/୪:ବୟସ ମାତ୍ର ୧୭ ମାସ । ଏବେ ଏବେ କଥା କହିବା ଆରମ୍ଭ କରିଛନ୍ତି । କଥା କହିଲେ ପାଟି ଲାଖି ଯାଉଛି । ହେଲେ ତାଙ୍କ ପାଖରେ ରହିଛି ବିଚକ୍ଷଣ ବୁଦ୍ଧି । ଯେଉଁଥି ପାଇଁ ସେ ଆଜି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ବିନା ଦ୍ୱିଧାରେ ସେ ଏତେ କୁନି ବୟସରୁ ଫୁଲ, ଫଳ,…