Browsing Tag

#india high court

ବମ୍ବେ ହାଇକୋର୍ଟର ବଡ ଶୁଣାଣି , ବାପା ମା ବଞ୍ଚିଥିବା ଯାଏ ପୁଅ ସମ୍ପତ୍ତି ଦାବି କରି ପାରିବ ନାହିଁ

ବମ୍ବେ ହାଇକୋର୍ଟର ବଡ ଶୁଣାଣି , ବାପା ମା ବଞ୍ଚିଥିବା ଯାଏ ପୁଅ ସମ୍ପତ୍ତି ଦାବି କରି ପାରିବ ନାହିଁ । ବମ୍ବେ ହାଇକୋର୍ଟଙ୍କ ଏକ ବଡ଼ ଫଇସଲା ବାପା ମା’ଙ୍କ ସପକ୍ଷରେ । ଜଣେ ପୁଅର ଆବେଦନକୁ ଶୁଣାଣି କରି ବମ୍ବେ ହାଇକୋର୍ଟ ଏହି ଫଇସଲା ଶୁଣାଇଛନ୍ତି । ଯେପର୍ଯ୍ୟନ୍ତ କୌଣସି ଘର ମା ବାପା