ପିଆଜ ଦର ନିୟନ୍ତ୍ରଣ ପାଇଁ ଅଣ୍ଟା ଭିଡିଲା କେନ୍ଦ
ନୂଆଦିଲ୍ଲୀ: ଦେଶରେ ଖୁଚୁରା ପିଆଜଦର ସପ୍ତାହକରେ କେଜି ପିଛା୭ଟଙ୍କା ବଢିବା ସରକାରଙ୍କୁ ସତର୍କକରିଦେଇଛି । ପିଆଜ ଯୋଗୁଦେଶରେ ଟମାଟୋ ପରିସ୍ଥିତି ସୃଷ୍ଟିନ ହେଉ ସେଥି ପାଇଁ ସରକାର ଅଣ୍ଟାଭିଡିଛନ୍ତି । ପାର୍ବଣ ଋତୁରେ ଦରନିୟନ୍ତ୍ରଣ କରିବା ପାଇଁ ସରକାରଏବେ ଖୁଚୁରା ବଜାରରେ ପିଆଜରବିକ୍ରି…