Browsing Tag

#indian biggest coal company

MCL ଦେଶର ଏକ ନମ୍ବର କୋଇଲା ଉତ୍ପାଦନକାରୀ କମ୍ପାନି

MCL ଦେଶର ଏକ ନମ୍ବର କୋଇଲା ଉତ୍ପାଦନକାରୀ କମ୍ପାନି । ଗତ ଆର୍ଥିକ ବର୍ଷ ୨୦୨୧-୨୨ରେ MCLର ବାର୍ଷିକ କୋଇଲା ଉତ୍ପାଦନ ୨୦ ନିୟୁତ ଟନ୍‌ ବଢ଼ି ୧୬୮ ନିୟୁତ ଟନରେ ପହଞ୍ଚିଛି । ୨୦୨୧-୨୨ରେ ଏହି ପରିମାଣ ଥିଲା ୧୪୮ ନିୟୁତ ଟନ୍‌ । ଏହି ସମୟରେ MCLର କୋଇଲା ପରିବହନ ୧୪୬ ନିୟୁତ ଟନରୁ ୩୦ ନିୟୁତ ଟନ…