Browsing Tag

#indian festival

ବିକି କୌଶଲ ଓ ପତ୍ନୀ କ୍ୟାଟ୍ରିନାଙ୍କ ପ୍ରଥମ ହୋଲି

ବିକି କୌଶଲ ଓ ପତ୍ନୀ କ୍ୟାଟ୍ରିନାଙ୍କ ପ୍ରଥମ ହୋଲି ରଙ୍ଗର ପର୍ବ ହୋଲି। ତେବେ ଏହା ହେଉଛି ବିକି କୌଶଲ ଓ ତାଙ୍କ ପତ୍ନୀ କ୍ୟାଟ୍ରିନାଙ୍କ ପ୍ରଥମ ହୋଲି। ଅନେକ ଦିନ ପରେ ସେ ନିଜର ପୂରା ପାରିବାର ସହିତ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି। ହୋଲି ଉତ୍ସବକୁ ଭଲ ଭାବେ ପାଳନ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ,ଗାଁଠୁ ସହର ଉତ୍ସବ ମୁଖର

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଡୁମାଣୀ ଟିଭି,୧୮/୩ : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁଠୁ ସହର ଉତ୍ସବ ମୁଖର। ଜମୁଛି ଦୋଳ ମେଲଣ। ସାହିକୁ ସାହି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳୁଛନ୍ତି ଦୋଳ ଗୋବିନ୍ଦ। ଭକ୍ତ ଭଗବାନଙ୍କ ମିଳନ ହେବ। ଏହି ଦୋଳ ମେଳଣରେ ଭକ୍ତଙ୍କ ପାଈ