ଜାତିସଂଘରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା
ଜେନେଭା : ଜେନେଭାରେ ଅନୁଷ୍ଠିତ ୫୨ ତମ ଜାତିସଂଘ ମାନବ ଅଧିକାର ପରିଷଦ ବୈଠକରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା କରାଯାଇଛି । ଏହି ଅବସରରେ ଅଣସରକାରୀ ସଂଗଠନଗୁଡ଼ିକ ଭାରତୀୟ ଶିକ୍ଷା ମଡେଲ ଉପରେ ଆଲୋକ ପାତ କରିଥିଲେ ଏବଂ ଏହାର ଗୁଣ ବିଷୟରେ ବର୍ଣ୍ଣନା କରିଥିଲେ । ଅନ୍ୟ ସଦସ୍ୟ ଦେଶମାନଙ୍କୁ…