ଜୁଲାଇରୁ ଆରମ୍ଭ ହେବ ମେଜର ଲିଗ୍ କ୍ରିକେଟ୍
ନୂଆଦିଲ୍ଲୀ: ଆମେରିକାରେ ଆରମ୍ଭ ହେବ କିକ୍ରେଟ୍ । ଜୁଲାଇରେ ମେଜର ଲିଗ୍ କ୍ରିକେଟରନ ପ୍ରଥମ ସିଜିନ ୨୦୨୩ରେ ଖେଳାଯିବ । ପ୍ରଥମ ସିଜିନ ଟୁର୍ଣ୍ଣାମେଣ୍ଟରେ ପାଖାପାଖି ୬ଟି ଟିମ୍ ଭାଗ ନେବେ । ଏଥିମଧ୍ୟରୁ ୪ଟି ଟିମ୍ ଆଇପିଏଲ ଫ୍ରାଞ୍ଚାଇଜର ରହିବ । ଲିଗର ଆରମ୍ଭ ୨୦୨୩ରେ ହେବ ।
ଆଇପିଏଲ୍…