ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…
ଓ୍ବାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ ପଦକ୍ଷେପ ନେଇଛନ୍ତି।…