ଆମେରିକାକୁ ଶକ୍ତ ଝଟକା ଦେଲା ଚୀନ, ଇରାନ-ସାଉଦି ମଧ୍ୟରେ ଆରମ୍ଭ ହେବ କୂଟନୈତିକ ସମ୍ପକ
ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟର ଦୁଇ ଶକ୍ତି ଇରାନ ଏବଂ ସାଉଦି ଆରବ ମଧ୍ୟରେ ପୁଣି ଥରେ ବନ୍ଧୁତା ଆରମ୍ଭ ହୋଇଛି । ଇରାନୀ ମିଡିଆ ଶୁକ୍ରବାର ଏହି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦେଶ ପୁଣି ଥରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା କରିବା ଉପରେ ସହମତ ହୋଇଛନ୍ତି । ଦୁଇ…