ଦ୍ୱିତୀୟ ଦିନିକିଆରେ ଭାରତ ହାରିଲା : ୧୧ ଓଭରରେ ଖେଳ ଖତମ
ବିଶାଖାପାଟଣାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୧୧ ଓଭର ମଧ୍ୟରେ ହିଁ ଏହି ମ୍ୟାଚ୍କୁ ୧୦ ୱିକେଟ୍ରେ ହରାଇ ଦେଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୧୧୭ ରନ୍ ସଂଗ୍ରହ କରିଥିଲା, ଯାହାର ଜବାବରେ ଅଷ୍ଟ୍ରେଲିଆ ଏହି…