ଜଟିଳ ସ୍ଥିତିରେ ଭାରତ-ଚୀନ ସମ୍ପକ
ନୂଆଦିଲ୍ଲୀ : ଚୀନ ସହିତ ଭାରତର ସମ୍ପର୍କ ଜଟିଳତା ମଧ୍ୟ ଦେଇ ଗତି କରୁଛି । ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥାରେ ପରିବର୍ତ୍ତନ ନିମନ୍ତେ ଚୀନର ଏକପାଖିଆ ଉଦ୍ୟମ ଦ୍ୱିପାକ୍ଷିକ ସମ୍ପର୍କକୁ ତିକ୍ତ କରିଛି ବୋଲି ଭାରତ କହିଛି । ସୋମବାର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…