ପଣ୍ଟିଂଙ୍କ କୀର୍ତ୍ତିମାନ ଭାଙ୍ଗିବେ କୋହଲି !
ମୁମ୍ବ।ଇ : ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିଛି ଘରୋଇ ଭାରତ । ଏହି ଶୃଙ୍ଖଳାରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ କୀର୍ତ୍ତିମାନ ଦ୍ୱାରରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଟିଂ ମହାରଥୀ ବିରାଟ କୋହଲି । ଆଉ ୫୯ ରନ୍ କଲେ ଘରୋଇ ମାଟିରେ ସର୍ବାଧିକ…