ପେଟ୍ରୋଲିୟମରୁ ୯ ମାସରେ ଆସିଛି ୫.୪୫ ଲକ୍ଷ କୋଟି ଟିକସ
ନୂଆଦିଲ୍ଲୀ : ପେଟ୍ରୋଲିୟମ ଉତ୍ପାଦ ଉପରେ ଲଗାଯାଉଥିବା ଟିକସରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ମୋଟା ଆୟ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଅର୍ଥାତ୍ ଏପ୍ରିଲ-ଡିସେମ୍ବର ମଧ୍ୟରେ ଏ ବାବଦ ସରକାରୀ ରାଜକୋଷକୁ ୫.୪୫ ଲକ୍ଷ କୋଟି ଟଙ୍କା ଆସିଛି । ଭାରତୀୟ ପେଟ୍ରୋଲିୟମ ଶିଳ୍ପରେ…