ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍
ଶ୍ରୀନଗର : ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍ । ଶ୍ରୀନଗରରେ ଆୟୋଜିତ ହୋଇଥିବା ଏହି ଓ୍ବାର୍କସପରେ ସାମିଲ ହେବାକୁ ଜି-୨୦ ରାଷ୍ଟ୍ରସମୁହର ପ୍ରାୟ ୬୦ ଜଣ ଡେଲିଗେଟସ ପହଞ୍ଚିଛନ୍ତି । ବୈଠକ ଯୋଗୁ ପୁରା ଶ୍ରୀନଗରର ସୁରକ୍ଷା ଛାଉଣୀରେ ରହିଛି ।…