କାଳିଆ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଗାମୀ ୩ବର୍ଷ ଯାଏଁ ଚାଲିବ ଏହି ଯୋଜନା
ଡୁମାଣୀ ଟିଭି ,୨୮/୩ : କାଳିଆ ଯୋଜନାରେ ଲାଭ ପାଉଥିବା ହିତାଧିକାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର । ଆଗାମୀ ତିନି ବର୍ଷ ପର୍ୟ୍ୟନ୍ତ ପୁଣି ଚାଲୁ ରହିବ କାଳିଆ ଯୋଜନା। ଏଥିପାଇଁ ୫ ହଜାର ୯୩୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ୨୦୧୯ରେ ଆରମ୍ଭ ହୋଇଥିବା କାଳିଆ…