ପୁରୀ ଖଜାକୁ ଜିଆଇ ଟ୍ୟାଗ୍ କେବେ?
ପୁରୀ,: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛପନ ଭୋଗର ଅଂଶବିଶେଷ ହେଉଛି ଖଜା । ଖଜାର ରୂପ, ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ନିମନ୍ତେ ରହିଛି ସ୍ୱତନ୍ତ୍ର ଲୋକପ୍ରିୟତା । ଆଉ ଖଜା ବ୍ୟବସାୟକୁ କ୍ଷୁଦ୍ରଶିଳ୍ପ ବା ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ନିହାତି ଆବଶ୍ୟକ ବୋଲି ଭକ୍ତ, ସେବାୟତ, ଗବେଷକ ଓ…