କିଟ୍ ଟିବିଆଇକୁ ବିଶ୍ୱ ମାନ୍ୟତା
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଟେକ୍ନୋଲୋଜି ଇନ୍କୁ୍ୟବେସନ୍କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାପାଇଁ କିଟ୍ର ଇନୋଭେଟିଭ୍ ହବ୍ କିଟ୍-ଟିବିଆଇକୁ ଇନ୍କୁ୍ୟବେଟର୍ ଅଫ୍ ଦି
ଇୟର୍ ୨୦୨୩ ପୁରସ୍କାର ପ୍ରଦାନକରାଯାଇଛି । ବ୍ୟାଙ୍କକଠାରେ ଅନୁଷ୍ଠିତଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍ଆସୋସିଏସନ୍ ଅଫ୍…