କାର୍ଗିଲରେ କୁନ ପର୍ବତରେ ହିମସ୍ଖଳନ
ଲଦାଖ: ଲଦାଖରେ ଭାରତୀୟସେନାର କଣ୍ଟିଜେଣ୍ଟ୍ ହିମସ୍ଖଳନସଂସ୍ପର୍ଶରେ ଆସିଛି । ଏଥିରେ ୩ ଜଣଯବାନ ନିଖୋଜ ଥିବା ଜଣାଯାଇଛି ।ଦୁର୍ଘଟଣାରେ ନିଖୋଜ ଥିବାଯବାନମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେଖୋଜା ଚାଲିଛି । ସେପଟେ ଜଣେଯବାନ ସହିଦ ହୋଇଛନ୍ତି । ଏହିଦୁର୍ଘଟଣା କାର୍ଗିଲର କୁନ୍ ପର୍ବତରେଘଟିଛି ।…