ଭାରତର ତାଗିଦ୍ ପରେ ଲଣ୍ଡନ ଦୂତାବାସରେ ଲାଗିଲା ତ୍ରିରଙ୍ଗା
ନୂଆଦିଲ୍ଲୀ: ଭାରତ ବିଦେଶ ମନ୍ତ୍ରାଳୟର ଜବାବ ତଲବ ପରେ ଲଣ୍ଡନ ଦୂତାବାସ ସାମ୍ନାରେ ପୁଣି ଉଡ଼ିଲା ତ୍ରିରଙ୍ଗା । ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଏକ ବିଶାଳକାୟ ତ୍ରିରଙ୍ଗା ପତାକା ଲଗାଯାଇଛି । ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ପସନ୍ଦ କରିଛନ୍ତି ଭାରତୀୟ ।…