Browsing Tag

#mahanga

ମାହାଙ୍ଗା ଗଣହତ୍ୟା ଘଟଣା ୩ ଦିନିଆ ରିମାଣ୍ଡରେ ଗଲା ଶିବ

ଡୁମାଣୀ ଟିଭି,୧୪/୪:ମାହାଙ୍ଗା କୁସୁପୁର ଗଣହତ୍ୟା ସସପେନ୍ସ ଉପରୁ ପରଦା ହଟିବ । ସତ ଲୁଚାଉଛି କି ଅଭିଯୁକ୍ତ ଶିବ ସାହୁ ? ତାକୁ ରିମାଣ୍ଡରେ ନେଇ ତଥ୍ୟ ବାହାର କରିବ ପୋଲିସ । ଆଜିଠୁ ୩ ଦିନିଆ ରିମାଣ୍ଡରେ ଗଲା ଶିବ। ରିମାଣ୍ଡରେ ନେଇ ଶିବ ମୁହଁରୁ ହତ୍ୟାକାଣ୍ଡ ନେଇ ଅନେକ କଥା ବାହାର କରିବ…