ରାଜଧାନୀରୁ ମିଳିଲା ୫ନର କଙ୍କାଳ
ଡୁମାଣୀ ଟିଭି ,୨୩/୩ : ରାଜଧାନୀରୁ ମିଳିଲା ୫ ନର କଙ୍କାଳ । ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ୫ନର କଙ୍କାଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ୫ଟି…