ରୁଷକୁ କଡା ଟକ୍କର ଦେବାକୁ ପୁଣି ନାଟୋକୁ ଘାତକ ଅସ୍ତ୍ରଶସ୍ତ୍ର ମାଗିଛି ୟୁକ୍ରେନ୍
ଡୁମାଣୀ ଟିଭି,୯/୪:ଯୁଦ୍ଧର ବ୍ୟୂହ ରଚିଛି ନାଟୋ । ରୁଷ୍ ଆଖି ଉଠାଇଲେ ଆକ୍ରମଣ । ସଜାଗ ଅଛନ୍ତି ୪୦ ହଜାର ସୈନ୍ୟ। କିନ୍ତୁ ରୁଷ୍ ସହ ସାମ୍ନାସାମ୍ନି ହେବାକୁ ଚାହୁଁନି ନାଟୋ । ଯୁଦ୍ଧ ଯେଭଳି ବ୍ୟାପକ ନହୁଏ, ତା ଉପରେ ମଧ୍ୟ ନଜର ଦେଉଛୁ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍ସ…