Browsing Tag

#municipal election

ଆଜି ପୌର ଭୋଟ୍ ସକାଳ ୮ରୁ ଚାଲିଛି ମତଦାନ ପ୍ରକ୍ରିୟା

ଡୁମାଣୀ ଟିଭି ,୨୪/୩ : ଆଜି ପୌର ଭୋଟ୍ । ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର‌୍ୟ୍ୟନ୍ତ ଭୋଟିଂ ହେବ । ତେବେ ଚଳିତ ନିର୍ବାଚନ…

ପୌର ନିର୍ବାଚନ : କେବେ,କେମିତି,କେତେବେଳେ ହେବ?

ପୌର ନିର୍ବାଚନ : କେବେ,କେମିତି,କେତେବେଳେ ହେବ? ଡୁମାଣୀଟିଭି.୨୨/୩ : ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ । ୨୨ ତାରିଖ ସଂଧ୍ୟା ୫ଟାରେ ସରିବ ପ୍ରଚାର । ପୌର ନିର୍ବାଚନ ପାଇଁ ମୋଟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେଥିମଧ୍ୟରୁ ବିଏମ୍ସି ପାଇଁ

ଆଜି ସନ୍ଧ୍ୟା ସୁଦ୍ଧା ସରିବ ପୌର ନିର୍ବାଚନ ପ୍ରଚାର,ଭୋଟ ହାତେଇବା ଲକ୍ଷ୍ୟରେ ପ୍ରାର୍ଥୀ

ଆଜି ସନ୍ଧ୍ୟା ସୁଦ୍ଧା ସରିବ ପୌର ନିର୍ବାଚନ ପ୍ରଚାର,ଭୋଟ ହାତେଇବା ଲକ୍ଷ୍ୟରେ ପ୍ରାର୍ଥୀ ଡୁମାଣୀଟିଭି.୨୨/୩ : ଆଜି ସନ୍ଧ୍ୟାରେ ସରିବ ପୌର ନିର୍ବାଚନ ପ୍ରଚାର । ହାତରେ ଆଉ ମାତ୍ର କିଛି ଘଣ୍ଟାର ସମୟ । ତେଣୁ ପ୍ରାର୍ଥୀମାନେ ଜିଜାନ୍ ଲଗାଇ ପ୍ରଚାର କରୁଛନ୍ତି । କେମିତି ଲୋକଙ୍କ ପାଖରେ

ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ?

ପୌରନିର୍ବାଚନ କଣ ? କେଉଁଠି ଓ କେବେ ଆରମ୍ଭ ହେବ ? କିଏ କରିବ ବାଜିମାତ ? ଡୁମାଣୀ ଟିଭି,୧୮/୩ : ଏହି ପୌରନିର୍ବାଚନ ପୌରାଞ୍ଚଳର ଲୋକମାନେ ସିଧାସଳଖ ଭାବେନିଜ ଲୋକ ପ୍ରତିନିଧି ବାଛିଥାନ୍ତି । ମହାନଗର ନିଗମ ,ପୌରପାଳିକା,ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ସହରାଞ୍ଚଳରେ ପରିଷଦ ଗଠନ ହୋଇଥାଏ