ସଚେତନତା ଦୁର୍ନୀତିକୁ ରୋକିପାରିବ
ନବରଙ୍ଗପୁର, : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲା ସଦର ମହକୁମାରେ ଏକ ସଚେତନତା ଶୋଭାଯାତ୍ରା ଡକ୍ଟର ଆମ୍ବେଦକର ଛକରୁ ବାହାରି ମିସନ୍ ଶକ୍ତି ସଭାଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ ସବୁଜ ପତାକା ଦେଖାଇ…