Browsing Tag

#nabinpattnaik

୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପ୍ରକଳ୍ପ କାର୍ଯ୍ୟ ଶେଷ କର : ଶୃଙ୍ଖଳିତ ଦର୍ଶନ ଲାଗି ପଦକ୍ଷେପ ନିଅ

ପୁରୀ,୧୧ା୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ସେ ବିଭଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ…

କିଟ୍‌ ଓ କିସ୍‌ରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ କଲେ ଉଦ୍‌ଘାଟନ

ଭୁବନେଶ୍ୱର,୧୧ା୧୧: କିଟ୍‌ ଓ କିସ ପକ୍ଷରୁ ଏହାର କର୍ମ•ରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‌, କିଟ୍‌ ପବ୍ଲିକ ସ୍କୁଲ୍‌ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍‌ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍‌ ସୋଭିନିର…

ଜିଲ୍ଲାରେ ୧୭୬୫ ପ୍ରକଳ୍ପ ପାଇଁ ୬୫ କୋଟି ୫୦ ଲକ୍ଷର ଅନୁଦାନ

ନୂଆପଡ଼ା/ କୋମନା, ନୂଆପଡ଼ା ଜିଲ୍ଲାର ନୂଆପଡ଼ା, କୋମନା, ଖଡିଆଳ, ବୋଡେ଼ନ ଓ ସିନାପାଲି ଆଦି ୫ ଗୋଟି ବ୍ଲକ୍‌ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ମୋଟ ୧,୭୬୫ ପ୍ରକଳ୍ପ ପାଇଁ ୬୫ କୋଟି ୫୦ ଲକ୍ଷ…

ଏଣିକି ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍‌

ଭୁବନେଶ୍ୱର,୧୦ା୧୧: ବିଶ୍ୱର ସୂଚନା ଓ ପ୍ରଯୁକ୍ତି ବିଦ୍ୟାର କେନ୍ଦ୍ରସ୍ଥଳ କୁହାଯାଉଥିବା ସିଲିକନ୍‌ ଭ୍ୟାଲି ଓଡ଼ିଶାରେ ପ୍ରତିବିମ୍ବିତ ହେବ । ସିଲିକନ୍‌ ଭ୍ୟାଲି ଢ଼ାଞ୍ଚାରେ ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାକୁ ବିକଶିତ କରାଯିବ । ଏଥିପାଇଁ ରାଜ୍ୟ ସରକାର ଯେଉଁ ନକ୍ସା ପ୍ରସ୍ତୁତ…

ଗାଁ ଗାଁରେ ବିକାଶର ପଦଧ୍ୱନୀ

ଭୁବନେଶ୍ୱର,୧୦ା୧୧: ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି…

ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ

ମାହାଙ୍ଗା,: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ଘରେଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ବାତ୍ତା ପହଞ୍ଚେଇବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ଦ୍‌ୱିତୀୟ ଦିନରେ ଏକ ବିଶାଳ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ବିଶ୍ୱସ୍ତରରେ ପହଞ୍ଚିବ ମିଲେଟ ମିଶନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୧: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍‌ ସମ୍ମିଳନୀ । ଜନତା ମଇଦାନରେ ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୁଗଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ୍‌ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ…

ଦଳୀୟ ନେତାଙ୍କ ଦୃଢେ଼ାକ୍ତି : ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ୨୦୨୪ରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡି

ଭୁବନେଶ୍ୱର,: ୨୦୨୪ ନିର୍ବାଚନରେ ସବୁ ପୁରୁଣା ରେକର୍ଡ ଭାଙ୍ଗିବ ବିଜେଡି । ସିଟ୍‌ ସଂଖ୍ୟା ବୃଦ୍ଧି ପାଇବା ସହ ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ । ବିକାଶ କାମରେ ଲୋକେ ଖୁସି ଓ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଅତୁଟ ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅନଙ୍ଗ…

ଷଷ୍ଠ ଥର ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଂକଳ୍ପ

ବନ୍ଧୁଗାଁ,: କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାପତି ପାର୍ବତୀ ମସ୍ତିଙ୍କ ଅଧକ୍ଷତରେ ଆଜି କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମା ବ୍ଲକର ଦୋରା କମ୍ପେ୍ଲକ୍ସଠାରେ ବୋରିଗୁମ୍ମା ବ୍ଲକର ୧୨ ଟି ଗ୍ରାମ ପଞ୍ଚାୟତର ସମସ୍ତ ମହିଳାମାନଙ୍କୁ ନେଇ ଏକ ବିରାଟ ମହିଳା ସମାବେଶ କରାଯାଇଛି । ଏହି…

ଟେବୁଲ ଟେନିସ୍‌ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଠାରେ ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଉଦଘାଟନ କରିଛନ୍ତି । ଏହି ଟେନିସ୍‌ ଏକାଡେମୀରେ ପ୍ରଶସ୍ତ ଟେବୁଲ ଟେନିସ୍‌ ସ୍ଥାନ ରହିଛି ଯେଉଁଠାରେ ୧୬ଟି ଟିଟି ଟେବୁଲ ରହିଛି । ଏହାସହ ଉନ୍ନତମାନର ଜିମ୍ନାସିୟମ୍‌, ୱେଟ୍‌…