Browsing Tag

#Nandankanancome#Garudabird#dumanikhabar#odisha

ନନ୍ଦନକାନନ ଆସିବ ଜବତ ବିରଳ ଗରୁଡ ପକ୍ଷୀ

ଯାଜପୁରରୋଡ, ପାଣିକୋଇଲି ସ୍ଥିତ ଧାନ ମିଲରୁ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର ଘଟଣା। ସୋମବାର ଦିନ ୧୨ଟା ସମୟରେ ପକ୍ଷୀ ଜବତକୁ ନେଇ ଯାଜପୁର ରୋଡ ବନବିଭାଗ କାର୍ଯ୍ୟାଳୟରେ ପତିକ୍ରିୟା ଦେଲେ ରେଞ୍ଜର। ସୂଚନା ଅନୁଯାୟୀ ପାଣିକୋଇଲି ସ୍ଥିତ ଏକ ରାଇସ ମିଲରେ ଏକ ବିରଳ ଗରୁଡ଼ ପକ୍ଷୀ ଥିବା ମିଲ…