ଚିନ୍ତା ବଢ଼ାଇଲା ଇନ୍ଫ୍ଲ୍ୟୁଏଞ୍ଜା ସଂକ୍ରମଣ, ଓଡ଼ିଶାରେ ୫୯ ଏଚ୍୩ଏନ୍୨ ଆକ୍ରାନ୍ତ
ଭୁବନେଶ୍ୱର, ୧୧ା୩(ଡିକେ ନ୍ୟୁଜ): ବଢ଼ି ଚାଲିଛି ଥଣ୍ଡା, ଜ୍ୱର ଓ କାଶ ଆକ୍ରାନ୍ତଙ୍କ ସଂଖ୍ୟା । ବିଭିନ୍ନ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜାଏର ଉପ-ପ୍ରଜାତି ଏଚ୍୩ଏନ୍୨ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା…