ଭାରତରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ
କରାଚୀ: ସକାରାତ୍ମକ ଆଲୋଚନା ହେବ ବୋଲି ଆଶା କରୁଛି କହି ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍ ଭୁଟ୍ଟୋ ଜର୍ଦାରି କରାଚୀରୁ ଭାରତର ଗୋଆରେ ହେବାକୁ ଥିବା 'ସଙ୍ଘାଇ କର୍ପୋରେସନ୍ ଅର୍ଗାନାଇଜେସନ୍' (ଏସ୍ସିଓ) ବୈଠକରେ ଯୋଗ ଦେବାକୁ ଆସିବା ସମୟରେ କହିଛନ୍ତି।…