ସୁନା ଦର ୬୦ ହଜାର ପାର
ସମ୍ପ୍ରତି ୧୦ ଗ୍ରାମ ପିଛା ସୁନା ଦର ୬୦,୦୦୦ ଅତିକ୍ରମ କରିଛି । ଉଚ୍ଚ ଦର ଯୋଗୁ ଏଥର ଅକ୍ଷୟ ତୃତୀୟା ଫିକା ପଡ଼ିପାରେ । ଗହଣା ବ୍ୟବସାୟୀମାନଙ୍କ ଅନୁମାନ ମୁତାବକ, ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ବିକ୍ରି ୨୦% ହ୍ରାସ ଘଟିପାରେ । ସମ୍ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ଯୁକ୍ତ ସୁନା ଦର…