Browsing Tag

#nationalnews #earthquake

ନିକୋବର ଦ୍ୱୀପରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ମଝିରେ ମଝିରେ ଭାରତରେ ମୃଦୁ ଭୂମିକମ୍ପର ଧାରା ଜାରି ରହିଛି । ସୋମବାର ନିକୋବର ଦ୍ୱୀପରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ୫.୦ ତୀବ୍ର ଝଟ୍‌କାରେ ଥରିଛି ଦ୍ୱୀପାଞ୍ଚଳ । ମାର୍ଚ ୬ ତାରିଖ ସକାଳ ୫ଟା ବେଳେ ଏହି ଭୂମିକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…